ପିକଅପ ଭ୍ୟାନ କୁ ଧକ୍କା ଦେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
Bhubaneswar, 27 ଜାନୁଆରି (ହି.ସ.) ଜୟପୁର କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ୨୬ ନମ୍ବର ଜାତୀୟ ରାଜପଥ ର କୁନ୍ଦୁଲି ହାଇସ୍କୁଲ ନିକଟରେ ଏକ ବସ କୁ ବାଇକ ଟି ଓଭରଟେକ କରିବା ସମୟରେ ସାମନା ପଟୁ ଏକ ପିକଅପ ଭ୍ୟାନ ଚାଲି ଆସିବାରୁ ପିକଅପ ଭ୍ୟାନ ସହିତ ବାଇକ ଟି ମୁହାଁ ମୁହିଁ ଧକ୍କା ହୋଇଥିଲା ଯାଅଫ
ପିକଅପ ଭ୍ୟାନ କୁ ଧକ୍କା ଦେଲା ବାଇକ, ଦୁଇ ମୃତ ଜଣେ ଗୁରୁତର


Bhubaneswar, 27 ଜାନୁଆରି (ହି.ସ.)

ଜୟପୁର

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ୨୬ ନମ୍ବର ଜାତୀୟ ରାଜପଥ ର କୁନ୍ଦୁଲି ହାଇସ୍କୁଲ ନିକଟରେ ଏକ ବସ କୁ ବାଇକ ଟି ଓଭରଟେକ କରିବା ସମୟରେ ସାମନା ପଟୁ ଏକ ପିକଅପ ଭ୍ୟାନ ଚାଲି ଆସିବାରୁ ପିକଅପ ଭ୍ୟାନ ସହିତ ବାଇକ ଟି ମୁହାଁ ମୁହିଁ ଧକ୍କା ହୋଇଥିଲା ଯାଅଫଳରେ କି ବାଇକ ରେ ତିନିଜଣ ରହିଥଲେ ସେମାନଙ୍କ ମଧ୍ୟରୁ ଘଟଣା ସ୍ଥଳରେ ଜନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଙ୍କୁ କୁନ୍ଦୁଲି ଡାକ୍ତରଖାନା କୁ ନେଇଥିଲେ ଓ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି ଓ ଜନଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି। ତିନି ବାଇକ ଆରୋହି ଆନ୍ଧ୍ର ଆରକୁ ଅଞ୍ଚଳର ବୋଲି ଜଣାପଡିଛି।ଘଟଣା ସ୍ଥଳରେ ପଟ୍ଟାଙ୍ଗି ପୁଲିସ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande