ଆଇଟିବିପିର ପ୍ରତିଷ୍ଠା ଦିବସରେ ଯବାନମାନଙ୍କୁ ପ୍ରଣାମ ଜଣାଇଲେ କେଭି ସିଂହଦେଓ
ଭୁବନେଶ୍ୱର, 24 ଅକ୍ଟୋବର (ହି.ସ.)- ଆଇଟିବିପିର ପ୍ରତିଷ୍ଠା ଦିବସରେ ଯବାନମାନଙ୍କୁ ପ୍ରଣାମ ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ଆଇଟିବିପିର ୬୫ତମ ପ୍ରତିଷ୍ଠା ଦିବସ ଅବସରରେ, ହିମାଳୟର ପ୍ରହରୀ
ଆଇଟିବିପିର ପ୍ରତିଷ୍ଠା     ଦିବସରେ ଯବାନମାନଙ୍କୁ ପ୍ରଣାମ ଜଣାଇଲେ କେଭି ସିଂହଦେଓ


ଭୁବନେଶ୍ୱର, 24 ଅକ୍ଟୋବର (ହି.ସ.)- ଆଇଟିବିପିର

ପ୍ରତିଷ୍ଠା ଦିବସରେ ଯବାନମାନଙ୍କୁ ପ୍ରଣାମ ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ।

ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ଆଇଟିବିପିର ୬୫ତମ ପ୍ରତିଷ୍ଠା

ଦିବସ ଅବସରରେ, ହିମାଳୟର ପ୍ରହରୀ ଆମର

ବୀର ହିମବୀରମାନଙ୍କୁ ମୁଁ ଗଭୀର ଶ୍ରଦ୍ଧା ଓ ସମ୍ମାନର ସହିତ ପ୍ରଣାମ ଜଣାଉଛି। ତୁଷାର ଝଡ଼,

ହିମସ୍ଖଳନ ଏବଂ ଦୁର୍ଗମ ଭୂଖଣ୍ଡର କଠିନ ଆହ୍ୱାନ ସତ୍ତ୍ୱେ, ସେମାନେ ଦେଶର ସୁରକ୍ଷା କବଚ ଭାବେ ଅଟଳ ଭାବରେ ଠିଆ ହୋଇ ରହିଛନ୍ତି। ସେମାନଙ୍କର ସାହସ,

ତ୍ୟାଗ ଏବଂ ମାତୃଭୂମି ଭାରତ ପ୍ରତି ଅଗାଧ ନିଷ୍ଠା ହିଁ ପ୍ରକୃତ ଦେଶପ୍ରେମର

ଜୀବନ୍ତ ପ୍ରତୀକ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande