ବିଶ୍ୱ ପୋଲିଓ ଦିବସରେ ପୋଲିଓମୁକ୍ତ ବିଶ୍ୱ ଗଠନ ପାଇଁ ପ୍ରତିବଦ୍ଧତା ଦୋହରାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 24 ଅକ୍ଟୋବର (ହି.ସ.)- ବିଶ୍ୱ ପୋଲିଓ ଦିବସରେ ପୋଲିଓମୁକ୍ତ ବିଶ୍ୱ ଗଠନ ପାଇଁ ପ୍ରତିବଦ୍ଧତା ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ପୋଲିଓ ଦ
ବିଶ୍ୱ ପୋଲିଓ ଦିବସରେ     ପୋଲିଓମୁକ୍ତ ବିଶ୍ୱ ଗଠନ ପାଇଁ ପ୍ରତିବଦ୍ଧତା ଦୋହରାଇଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 24 ଅକ୍ଟୋବର (ହି.ସ.)- ବିଶ୍ୱ

ପୋଲିଓ ଦିବସରେ ପୋଲିଓମୁକ୍ତ ବିଶ୍ୱ ଗଠନ ପାଇଁ ପ୍ରତିବଦ୍ଧତା ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ

ମୋହନ ଚରଣ ମାଝୀ । ଏହି ଅବସରରେ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ

କହିଛନ୍ତି ଯେ, ବିଶ୍ୱ ପୋଲିଓ ଦିବସ ଅବସରରେ, ଟିକାକରଣର ଗୁରୁତ୍ୱ ସମ୍ପର୍କରେ ସଚେତନତା ପ୍ରସାର କରି ପୋଲିଓମୁକ୍ତ

ବିଶ୍ୱ ଗଠନ ପାଇଁ ଆସନ୍ତୁ ଆମର ପ୍ରତିବଦ୍ଧତାକୁ ପୁନଃ ଦୋହରାଇବା। ପ୍ରତ୍ୟେକ ଶିଶୁ ଯେପରି

ଆବଶ୍ୟକ ଟିକା ପାଇପାରିବ ଏବଂ ପୋଲିଓରୁ ସୁରକ୍ଷିତ ରହିପାରିବ, ସେଥିପାଇଁ ଆସନ୍ତୁ ଆମେ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଏବଂ

ସମସ୍ତଙ୍କ ପାଇଁ ଏକ ସୁସ୍ଥ ଭବିଷ୍ୟତର ପଥ ପ୍ରଶସ୍ତ କରିବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande