ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ବିଜେପି ପ୍ରଭାରୀ ଓ ସହପ୍ରଭାରୀ
ଭୁବନେଶ୍ୱର, 04 ଅକ୍ଟୋବର (ହି.ସ.)- ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବିଜେପି ପ୍ରଭାରୀ ଓ ସହପ୍ରଭାରୀ । ଏହି ଅବସରରେ ରାଜ୍ୟର ସାମଗ୍ରିକ ପ୍ରଗତି ଏବଂ ସାଂଗଠନିକ କାର୍ଯ୍ୟକ୍ରମର ସୁଦୃଢ଼ୀକରଣ ଆଦି ବିଷୟରେ ଆଲୋଚନା ହୋଇଛି । ଏନେଇ ସୋସିଆଲ ମିଡିଆ
ପ୍ରଭାରୀ


ଭୁବନେଶ୍ୱର, 04 ଅକ୍ଟୋବର (ହି.ସ.)- ମୁଖ୍ୟମନ୍ତ୍ରୀଙ୍କୁ

ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବିଜେପି ପ୍ରଭାରୀ ଓ ସହପ୍ରଭାରୀ । ଏହି ଅବସରରେ ରାଜ୍ୟର

ସାମଗ୍ରିକ ପ୍ରଗତି ଏବଂ ସାଂଗଠନିକ କାର୍ଯ୍ୟକ୍ରମର ସୁଦୃଢ଼ୀକରଣ ଆଦି ବିଷୟରେ ଆଲୋଚନା ହୋଇଛି ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ଏକ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ଭାରତୀୟ ଜନତା ପାର୍ଟି, ଓଡ଼ିଶା

ପ୍ରଦେଶର ପ୍ରଭାରୀ ଶ୍ରୀମତୀ ଡି. ପୁରନ୍ଦେଶ୍ୱରୀ ଜୀ ଏବଂ ସହ-ପ୍ରଭାରୀ ଡ. ସ୍ୱଦେଶ ସିଂହ ଜୀଙ୍କ

ସହିତ ଏକ ସୌଜନ୍ୟମୂଳକ ସାକ୍ଷାତ ହେଲା।

ଏହି ଅବସରରେ ରାଜ୍ୟର

ସାମଗ୍ରିକ ପ୍ରଗତି ଏବଂ ସାଂଗଠନିକ କାର୍ଯ୍ୟକ୍ରମର ସୁଦୃଢ଼ୀକରଣ ଆଦି ବିଷୟରେ ଆଲୋଚନା ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande