ଉତ୍ତରାଖଣ୍ଡର ନାନକମତ୍ତା ସାହିବ ଗୁରୁଦ୍ୱାରରେ ମଥା ଟେକିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ
ଭୁବନେଶ୍ୱର, 04 ଅକ୍ଟୋବର (ହି.ସ.)- ଉତ୍ତରାଖଣ୍ଡର ନାନକମତ୍ତା ସାହିବ ଗୁରୁଦ୍ୱାରରେ ମଥା ଟେକିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏନେଇ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ଜୁଏଲ ଓରାମ କହିଛନ୍ତି ଯେ, ଆଜି ଉତ୍ତରାଖଣ୍ଡର ନାନକମତ୍ତା ସାହିବ ଗୁରୁଦ୍ୱାରରେ
ଜୁଏଲ


ଭୁବନେଶ୍ୱର, 04 ଅକ୍ଟୋବର (ହି.ସ.)- ଉତ୍ତରାଖଣ୍ଡର

ନାନକମତ୍ତା ସାହିବ ଗୁରୁଦ୍ୱାରରେ ମଥା ଟେକିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏନେଇ ଏକ୍ସ

ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ଜୁଏଲ ଓରାମ କହିଛନ୍ତି ଯେ, ଆଜି ଉତ୍ତରାଖଣ୍ଡର

ନାନକମତ୍ତା ସାହିବ ଗୁରୁଦ୍ୱାରରେ ମଥା ଟେକି ଗୁରୁ ସାହିବଙ୍କ ଆଶୀର୍ବାଦ ପ୍ରାପ୍ତ କଲି।

ଗୁରୁଦ୍ୱାର ସାହିବର ପବିତ୍ର ଓ ଆଧ୍ୟାତ୍ମିକ ପରିବେଶରେ ଦେଶବାସୀଙ୍କ ସୁଖ-ସମୃଦ୍ଧି, ଶାନ୍ତି ଓ କଲ୍ୟାଣ ପାଇଁ ପ୍ରାର୍ଥନା କଲି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande