ଭାରତ ସ୍କାଉଟସ୍ ଏବଂ ଗାଇଡସର ଜାତୀୟ ଉପସଭାପତି ଡଃ କାଳିପ୍ରସାଦ ମିଶ୍ର ନିର୍ବାଚିତ।
Odisha, 16 ନଭେମ୍ବର (ହି.ସ.) ଖୋର୍ଦ୍ଧା, ଭାରତ ସ୍କାଉଟସ୍ ଏବଂ ଗାଇଡସ୍, ଦିଲ୍ଲୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫନନାଭିସ୍ ସଭାପତି ଏବଂ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଗାଇଡସ୍ ସଂଗଠନର ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳିପ୍ରସାଦ ମିଶ୍ର ଉପସଭାପତି ଭାବେ ନିର୍ବାଚିତ
Soucts


Odisha, 16 ନଭେମ୍ବର (ହି.ସ.)

ଖୋର୍ଦ୍ଧା, ଭାରତ ସ୍କାଉଟସ୍ ଏବଂ ଗାଇଡସ୍, ଦିଲ୍ଲୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫନନାଭିସ୍ ସଭାପତି ଏବଂ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଗାଇଡସ୍ ସଂଗଠନର ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳିପ୍ରସାଦ ମିଶ୍ର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସମଗ୍ର ଭାରତ ବର୍ଷର ସ୍କାଉଟ ଗାଇଡ୍ର ବିକାଶ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ତାଙ୍କୁ ଭାରତ ସ୍କାଉଟ ଏବଂ ଗାଇଡ୍ସର ଜାତୀୟ କାର୍ଯ୍ୟାଳୟ ଲଗାତର ଭାବେ ସପ୍ତମ ଥର ପାଇଁ ଜାତୀୟ ଉପସଭାପତି ଭାବେ ନିର୍ବାଚିତ କରାଯାଇଛି । ଏହି ଖବର ଜଣାପଡିବା ପରେ ବିଭିନ୍ନ ମହଲରୁ ଡଃ ମିଶ୍ରଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande