ଗଞ୍ଜାମ ବାସୀଙ୍କୁ ବାତ୍ୟା ମୁରାସୁ ଭୟ
ଗଞ୍ଜାମ, ୨ ନଭେମ୍ବର (ହି.ସ.)- ଗଞ୍ଜାମ ଜିଲ୍ଲାରେ ଅର୍ଣ୍ଣଵର ପ୍ରଭାବ ଶେଷ ନହେଉଣୁ ପୁଣିଆଉ ଏକ ବାତ୍ୟା ମୁରାସୁ ଗଞ୍ଜାମ ଜିଲ୍ଲା ଆଡେ ମୁହାଁଇଛି। ଲୋକେ ଅଣ୍ଟା ସଳଖିନାହାନ୍ତି। ଘରୁ କାଦ ପାଣି ମାଟି ବାହାର କରିନାହାନ୍ତି। ଲୋକଙ୍କ ଚୁଲି ଚାଳ ନାହିଁ। ଖାଇବାକୁ ଘରେ ଦାନାପାଣି ନାହଁ। ସମସ୍ତଙ୍କ ପାଇଁ
ଗଞ୍ଜାମ ବାସୀଙ୍କୁ ବାତ୍ୟା ମୁରାସୁ ଭୟ


ଗଞ୍ଜାମ, ୨ ନଭେମ୍ବର (ହି.ସ.)- ଗଞ୍ଜାମ ଜିଲ୍ଲାରେ ଅର୍ଣ୍ଣଵର ପ୍ରଭାବ ଶେଷ ନହେଉଣୁ ପୁଣିଆଉ ଏକ ବାତ୍ୟା ମୁରାସୁ ଗଞ୍ଜାମ ଜିଲ୍ଲା ଆଡେ ମୁହାଁଇଛି। ଲୋକେ ଅଣ୍ଟା ସଳଖିନାହାନ୍ତି। ଘରୁ କାଦ ପାଣି ମାଟି ବାହାର କରିନାହାନ୍ତି। ଲୋକଙ୍କ ଚୁଲି ଚାଳ ନାହିଁ। ଖାଇବାକୁ ଘରେ ଦାନାପାଣି ନାହଁ। ସମସ୍ତଙ୍କ ପାଇଁ ଆଶ୍ରୟ ସ୍ଥଳୀ ନାହଁ। ଅନ୍ୟପକ୍ଷରେ ମୁରାସ ଗଞ୍ଜାମ ବାସୀଙ୍କୁ ଡରାଇଲାଣି। ଆଜି ସକାଳୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ବର୍ଷା।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande