ମଦ ବ୍ୟବସାୟୀ ଗିରଫ, ୪୦ ଲିଟରରୁ ଅଧିକ ମଦ ଜବତ
ଗଞ୍ଜାମ, ୨ ନଭେମ୍ବର (ହି.ସ.)- ପର୍ବ ପର୍ବାଣୀ ସମୟରେ ବେଆଇନ ମଦ ବିରୋଧୀ ଚଢଉ ବେଳେ ସଦର ପୋଲିସକୁ ନଳିହାଡ ନିକଟରେ ବେଆଇନ ମଦ ମହଜୁଦ ନେଇ ବିଶ୍ୱସ୍ତ ସୂଚନା ମିଳିଲା ପରେ ତୁରନ୍ତ ଚଢଉ କରି ଜଣେ ବ୍ୟବସାୟୀକୁ ଗିରଫ କରାଯାଇଛି। ତା'' ନିକଟରୁ ୪୦.୮୬ ଲିଟର ମଦ ଜବତ କରାଯାଇଛି। ଅଭିଯୁକ୍ତକୁ କୋର୍ଟ ଚା
Wryuioo


ଗଞ୍ଜାମ, ୨ ନଭେମ୍ବର (ହି.ସ.)- ପର୍ବ ପର୍ବାଣୀ ସମୟରେ ବେଆଇନ ମଦ ବିରୋଧୀ ଚଢଉ ବେଳେ ସଦର ପୋଲିସକୁ ନଳିହାଡ ନିକଟରେ ବେଆଇନ ମଦ ମହଜୁଦ ନେଇ ବିଶ୍ୱସ୍ତ ସୂଚନା ମିଳିଲା ପରେ ତୁରନ୍ତ ଚଢଉ କରି ଜଣେ ବ୍ୟବସାୟୀକୁ ଗିରଫ କରାଯାଇଛି। ତା' ନିକଟରୁ ୪୦.୮୬ ଲିଟର ମଦ ଜବତ କରାଯାଇଛି। ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande