
Bhubaneswar, 16 ମାର୍ଚ୍ଚ (ହି.ସ.)
ପଞ୍ଜାବର ମୋହାଲିରେ ଠାରେ ଅନୁଷ୍ଠିତ ହୋଇଯାଇଥିବା ତୃତୀୟ ଜାତୀୟ ବଧିର ସୁଟିଂ ଚାମ୍ପିଅନସିପ୍ ର ୧୦ ମିଟର ଏୟାର ରାଇଫଲ୍ (ପୁରୁଷ ବର୍ଗ) ରେ ରୌପ୍ୟ ପଦକ ଜିତିଥିବା ମୋହିତ କୁମାର ପାସ୍ଵାନ ଙ୍କୁ ଓଡ଼ିଶା ରାଇଫଲ ସଂଘ ଓ ଉତ୍କଳ କରାଟେ ସ୍କୁଲ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା