
ଭୁବନେଶ୍ୱର, 29 ମାର୍ଚ୍ଚ (ହି.ସ.)- ଚନ୍ଦ୍ରଶେଖରପୁର ବାଉଁଶ ବୋଝେଇ ଟ୍ରକକୁ ପିଟିଲା
ବାଲି ବୋଝେଇ ଟ୍ରକ୍ । ବାଲି ବୋଝେଇ ଟ୍ରକ୍ କାଚ ଭିତରେ ପଶିଗଲା ବାଉଁଶ। ଭୋର ସମୟରେ ଏହି
ଦୁର୍ଘଟଣା ଘଟିଛି। ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପ ସମ୍ମୁଖରେ ହୋଇଛି ଦୁର୍ଘଟଣା। ଦୁର୍ଘଟଣାରେ ବାଲି
ବୋଝେଇ ଟ୍ରକ୍ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଚନ୍ଦ୍ରଶେଖରପୁର ପିସିଆର୍ ପହଞ୍ଚି ଆହତ
ଡ଼୍ରାଇଭରଙ୍କୁ ଉଦ୍ଧାର କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା