ବିଧାନ ପରିଷଦର ସଦସ୍ୟତାରୁ ନୀତୀଶ କୁମାରଙ୍କ ଇସ୍ତଫା
ପାଟଣା , 30 ମାର୍ଚ୍ଚ (ହି.ସ.)। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଧାନ ପରିଷଦର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ନୀତିଶ କୁମାର ରାଜ୍ୟସଭା ସଦସ୍ୟ ଭାବେ ଚୟନିତ ହେବା ପରେ ଏହି ପଦକ୍ଷେପ ନେଇଛନ୍ତି। ବିଧାନ ପରିଷଦର ସଭାପତି ଅବଧେଶ ନାରାୟଣ ସିଂହ କହିଛନ୍ତି ଯେ, ନୀତିଶ କୁମାର ବିଧ
ବିଧାନ ପରିଷଦର ସଦସ୍ୟତାରୁ ନୀତୀଶ କୁମାରଙ୍କ ଇସ୍ତଫା


ପାଟଣା , 30 ମାର୍ଚ୍ଚ

(ହି.ସ.)। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଧାନ ପରିଷଦର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ।

ନୀତିଶ କୁମାର ରାଜ୍ୟସଭା ସଦସ୍ୟ ଭାବେ ଚୟନିତ ହେବା ପରେ ଏହି ପଦକ୍ଷେପ ନେଇଛନ୍ତି।

ବିଧାନ ପରିଷଦର ସଭାପତି ଅବଧେଶ ନାରାୟଣ ସିଂହ କହିଛନ୍ତି ଯେ, ନୀତିଶ କୁମାର ବିଧାନ ପରିଷଦର ସଦସ୍ୟତାରୁ ପଦତ୍ୟାଗ

କରିଛନ୍ତି। ସେ କହିଛନ୍ତି ଯେ, ସେ ଜଣେ

ଉନ୍ନୟନମୁଖୀ ମୁଖ୍ୟମନ୍ତ୍ରୀ। ଏବେ ସେ କେନ୍ଦ୍ରକୁ ଯାଉଛନ୍ତି। ତାଙ୍କ ନେତୃତ୍ୱରେ ବିହାର

ଉନ୍ନତି ଦେଖିଛି। ସେ କହିଛନ୍ତି ଯେ, ସଂବିଧାନିକ

ପ୍ରକ୍ରିୟା ଅନୁସାରେ କାମ କରାଯାଉଛି ଏବଂ ତାଙ୍କର ପଦତ୍ୟାଗ ପତ୍ରକୁ ଗ୍ରହଣ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande