ଜୁନ 2026 ସୁଦ୍ଧା ସବୁ ଗାଁକୁ ମୋବାଇଲ ନେଟୱାର୍କ ସେବା
ଭୁବନେଶ୍ୱର, 30 ମାର୍ଚ୍ଚ (ହି.ସ.)- ଜୁନ 2026 ସୁଦ୍ଧା ସବୁ ଗାଁକୁ ମୋବାଇଲ ନେଟୱାର୍କ ସେବା । 1237 ଗ୍ରାମକୁ ଡିଜିଟାଲ ଭାରତ ନିଧି ସେବା ମାଧ୍ୟମରେ ମୋବାଇଲ ସେବା ଯୋଗାଇ ଦିଆଯିବ । ବିଧାୟକ ସାରଦା ଜେନାଙ୍କ ପ୍ରଶ୍ନରେ ଆଇଟିମନ୍ତ୍ରୀ ମୁକେଶ୍ ମହାଲିଙ୍ଗ ଉତ୍ତର ରଖିଛନ୍ତି । --------
ଜୁନ 2026 ସୁଦ୍ଧା ସବୁ ଗାଁକୁ ମୋବାଇଲ ନେଟୱାର୍କ ସେବା


ଭୁବନେଶ୍ୱର, 30 ମାର୍ଚ୍ଚ (ହି.ସ.)- ଜୁନ 2026 ସୁଦ୍ଧା ସବୁ ଗାଁକୁ ମୋବାଇଲ ନେଟୱାର୍କ ସେବା । 1237 ଗ୍ରାମକୁ ଡିଜିଟାଲ ଭାରତ ନିଧି ସେବା ମାଧ୍ୟମରେ ମୋବାଇଲ ସେବା ଯୋଗାଇ ଦିଆଯିବ । ବିଧାୟକ ସାରଦା ଜେନାଙ୍କ ପ୍ରଶ୍ନରେ ଆଇଟିମନ୍ତ୍ରୀ ମୁକେଶ୍

ମହାଲିଙ୍ଗ ଉତ୍ତର ରଖିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande