ରାଜ୍ୟର ବର୍ତ୍ତମାନ ୨୫ ଗୋଟି ଥାନାର ନିଜସ୍ବ ଗୃହ ନାହିଁ
ଭୁବନେଶ୍ୱର, 30 ମାର୍ଚ୍ଚ (ହି.ସ.)- ରାଜ୍ୟର ବର୍ତ୍ତମାନ ୨୫ ଗୋଟି ଥାନାର ନିଜସ୍ବ ଗୃହ ନାହିଁ । ତନ୍ମଧ୍ୟରୁ ୨୪ ଗୋଟି ଥାନା ଅନ୍ୟାନ୍ୟ ବିଭାଗ / ଅନୁଷ୍ଠାନ ଗୃହରେ ଚାଲୁଥିବା ବେଳେ ପୁରୀ ଜିଲ୍ଲାର ସଦର ଥାନା ଭଡା ଗୃହରେ ଚାଲୁଛି । ଭୁବନେଶ୍ୱର କମିଶନରେଟ ଅଧୀନରେ ଥିବା
ରାଜ୍ୟର ବର୍ତ୍ତମାନ ୨୫ ଗୋଟି ଥାନାର ନିଜସ୍ବ ଗୃହ ନାହିଁ


ଭୁବନେଶ୍ୱର, 30 ମାର୍ଚ୍ଚ (ହି.ସ.)- ରାଜ୍ୟର ବର୍ତ୍ତମାନ ୨୫ ଗୋଟି ଥାନାର ନିଜସ୍ବ ଗୃହ

ନାହିଁ । ତନ୍ମଧ୍ୟରୁ ୨୪ ଗୋଟି ଥାନା ଅନ୍ୟାନ୍ୟ ବିଭାଗ / ଅନୁଷ୍ଠାନ ଗୃହରେ ଚାଲୁଥିବା ବେଳେ

ପୁରୀ ଜିଲ୍ଲାର ସଦର ଥାନା ଭଡା ଗୃହରେ ଚାଲୁଛି । ଭୁବନେଶ୍ୱର କମିଶନରେଟ ଅଧୀନରେ ଥିବା

ଲିଙ୍ଗରାଜ, ମହିଳା ଓ ଏଜିଛକ ଟ୍ରାଫିକ ଥାନା

ବି ଚାଲିଛି ଭଡ଼ା ଘରେ। ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande