୧୦ ବର୍ଷରେ ୨୯ ହଜାର ଏସସି/ଏସଟି ଆଟ୍ରୋସିଟି ମାମଲା ରୁଜୁ
ଭୁବନେଶ୍ୱର, 30 ମାର୍ଚ୍ଚ (ହି.ସ.)- ୧୦ ବର୍ଷରେ ୨୯ ହଜାର ଏସସି/ଏସଟି ଆଟ୍ରୋସିଟି ମାମଲା ରୁଜୁ ହୋଇଛି । ମୁଖ୍ୟମନ୍ତ୍ରୀ ଗୃହରେ ଲିଖିତ ଉତ୍ତର ରଖି କହିଛନ୍ତି ୨୦୧୬ ରୁ ୨୦୨୬ ମଧ୍ୟରେ ୨୯ ହଜାର ୯୩ ଟି ଏସ୍ ସି/ଏସ୍ ଟି ଆଟ୍ରୋସିଟି ମାମଲା ରୁଜ୍ଜୁ ହୋଇଛି । ସେଥିମଧ୍ୟ
୧୦ ବର୍ଷରେ ୨୯ ହଜାର ଏସସି/ଏସଟି ଆଟ୍ରୋସିଟି ମାମଲା ରୁଜୁ


ଭୁବନେଶ୍ୱର, 30 ମାର୍ଚ୍ଚ (ହି.ସ.)- ୧୦ ବର୍ଷରେ

୨୯ ହଜାର ଏସସି/ଏସଟି ଆଟ୍ରୋସିଟି ମାମଲା ରୁଜୁ ହୋଇଛି । ମୁଖ୍ୟମନ୍ତ୍ରୀ ଗୃହରେ ଲିଖିତ ଉତ୍ତର

ରଖି କହିଛନ୍ତି ୨୦୧୬ ରୁ ୨୦୨୬ ମଧ୍ୟରେ ୨୯ ହଜାର ୯୩ ଟି ଏସ୍ ସି/ଏସ୍ ଟି ଆଟ୍ରୋସିଟି ମାମଲା

ରୁଜ୍ଜୁ ହୋଇଛି । ସେଥିମଧ୍ୟରୁ ୪ ହଜାର ୯୭୨ ଟି ମାମଲାର ତଦନ୍ତ ପରେ ଅସତ୍ୟ ବୋଲି ପ୍ରମାଣିତ

ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande