ଏପ୍ରିଲ ୧ ତାରିଖରୁ 14ତାରିଖ ପର୍ଯ୍ୟନ୍ତ ପାଳନ ହେବ ଓଡ଼ିଆ ପକ୍ଷ 2026
ଭୁବନେଶ୍ୱର, 30 ମାର୍ଚ୍ଚ (ହି.ସ.)- ଏପ୍ରିଲ ୧ ତାରିଖରୁ 14ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ 2026 ପାଳନ କରାଯିବ | ଏନେଇ ସଂସ୍କୃତି ଭଵନ ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି
ଏପ୍ରିଲ ୧ ତାରିଖରୁ 14ତାରିଖ ପର୍ଯ୍ୟନ୍ତ ପାଳନ ହେବ ଓଡ଼ିଆ ପକ୍ଷ 2026


ଭୁବନେଶ୍ୱର, 30 ମାର୍ଚ୍ଚ (ହି.ସ.)- ଏପ୍ରିଲ ୧ ତାରିଖରୁ 14ତାରିଖ ପର୍ଯ୍ୟନ୍ତ

ଓଡ଼ିଆ ପକ୍ଷ 2026 ପାଳନ କରାଯିବ | ଏନେଇ ସଂସ୍କୃତି

ଭଵନ ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସାମ୍ବାଦିକ

ସମ୍ମିଳନୀରେ ସୂଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande