
ଭୁବନେଶ୍ୱର, 04 ମାର୍ଚ୍ଚ (ହି.ସ.)-ରଙ୍ଗ ପର୍ବର
ହୋଲିରେ ଝୁମିଲେ ବିଜେଡି ନେତା ଓ କର୍ମୀ। ଶଙ୍ଖ ଭବନରେ ଅବିର ବୋଲି ପରସ୍ପରକୁ ଦେଲେ ଶୁଭେଚ୍ଛା
ବାର୍ତା। ସାମିଲ ହୋଇଥିଲେ ରାଜ୍ୟସଭା ସାଂସଦ ପ୍ରାର୍ଥୀ ଶତୃପ୍ତ ମିଶ୍ର, ଉପସଭାପତି ସଂଜୟ ଦାସ ବର୍ମାଙ୍କ ପରି ବହୁ ତୁଙ୍ଗ
ନେତା । ହୋଲି ଖେଳି ଦେଇଥିଲେ ଏକତା ବାର୍ତା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା