ପରିବାର ସହ ହୋଲି ପାଳନ କଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର, 04 ମାର୍ଚ୍ଚ (ହି.ସ.)- ପରିବାର ସହ ହୋଲି ପାଳନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହି ଅବସରରେ ସେ ସୋସିଆଲ ମିଡିଆ ଏକ୍ସରେ ଫଟୋ ସେୟାର କରି କହିଛନ୍ତି ଯେ, ଆଜି ହେଉଛି ଆନନ୍ଦ, ଉଲ୍ଲାସ ତଥା ରଙ୍ଗର ପବିତ୍ର ପର୍ବ ହୋଲି। ଏହି ଅବସରରେ
ପରିବାର ସହ ହୋଲି ପାଳନ କଲେ     ଗଣଶିକ୍ଷା ମନ୍ତ୍ରୀ


ଭୁବନେଶ୍ୱର, 04 ମାର୍ଚ୍ଚ (ହି.ସ.)- ପରିବାର ସହ

ହୋଲି ପାଳନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହି ଅବସରରେ ସେ ସୋସିଆଲ

ମିଡିଆ ଏକ୍ସରେ ଫଟୋ ସେୟାର କରି କହିଛନ୍ତି ଯେ, ଆଜି ହେଉଛି ଆନନ୍ଦ, ଉଲ୍ଲାସ ତଥା

ରଙ୍ଗର ପବିତ୍ର ପର୍ବ ହୋଲି। ଏହି ଅବସରରେ ମୋ ନିଜ ଗ୍ରାମରେ ପରିବାର, ପରିଜନ ଓ ବନ୍ଧୁଗଣଙ୍କ ସହ ଏହି ପର୍ବ ଆନନ୍ଦର ସହ ପାଳନ କରିଛି। ଏହି ପର୍ବ ସମସ୍ତଙ୍କ

ଜୀବନରେ ସୁଃଖ ଓ ସମୃଦ୍ଧି ଆଣିଦେଉ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande