ଓଡିଶା ବାସୀ ଅସଲ ଚେହେରାକୁ ଚିହ୍ନିଛନ୍ତି- ସଂତୃପ୍ତ ମିଶ୍ର
ଭୁବନେଶ୍ୱର, 04 ମାର୍ଚ୍ଚ (ହି.ସ.)- ରାଜ୍ୟସଭା ନିର୍ବାଚନ ନେଇ ବିଜେପିକୁ ତେରଛା ବାଣ ମାରିଲେ ବିଜେଡ଼ି ରାଜ୍ୟସଭା ପ୍ରାର୍ଥୀ ସଂତୃପ୍ତି ମିଶ୍ର। କହିଲେ ହୋଲି ଖେଳିଲେ ରଙ୍ଗ ବଦଳି ଯାଏ, କିନ୍ତୁ ଗାଧେଇ ପଡିଲେ ଅସଲ ଚେହେରା ସାମ୍ନାକୁ ଆସେ। ଓଡିଶା ବାସୀ ଅସଲ ଚେହେରାକୁ
ଓଡିଶା ବାସୀ ଅସଲ ଚେହେରାକୁ     ଚିହ୍ନିଛନ୍ତି- ସଂତୃପ୍ତ ମିଶ୍ର


ଭୁବନେଶ୍ୱର, 04 ମାର୍ଚ୍ଚ (ହି.ସ.)- ରାଜ୍ୟସଭା

ନିର୍ବାଚନ ନେଇ ବିଜେପିକୁ ତେରଛା ବାଣ ମାରିଲେ ବିଜେଡ଼ି ରାଜ୍ୟସଭା ପ୍ରାର୍ଥୀ ସଂତୃପ୍ତି

ମିଶ୍ର। କହିଲେ ହୋଲି ଖେଳିଲେ ରଙ୍ଗ ବଦଳି ଯାଏ, କିନ୍ତୁ ଗାଧେଇ ପଡିଲେ ଅସଲ ଚେହେରା ସାମ୍ନାକୁ ଆସେ। ଓଡିଶା ବାସୀ ଅସଲ ଚେହେରାକୁ

ଚିହ୍ନିଛନ୍ତି। ଆମେ ଆଶାବାଦୀ ଆମର ଦୁଇ ପ୍ରାର୍ଥୀ ଜିତିବେ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande