ହୋଲିର ଶୁଭେଚ୍ଛା ଜଣାଇଲେ ସମ୍ବିତ ପାତ୍ର
ଭୁବନେଶ୍ୱର, 04 ମାର୍ଚ୍ଚ (ହି.ସ.) - ହୋଲିର ଶୁଭେଚ୍ଛା ଜଣାଇଛନ୍ତି ସାଂସଦ ସମ୍ବିତ ପାତ୍ର । ଏନେଇ ସୋସିଆଲ ମିଡିଆ ଏକ୍ସରେ ସମ୍ବିତ ପାତ୍ର କହିଛନ୍ତି ଯେ, ଶୁଭ ହୋଲି । ଆଜି ହୋଲିର ପବିତ୍ର ଅବସରରେ ପୁରୀ ସ୍ଥିତ ମୋର ବାସଭବନରେ ହର୍ଷୋଲ୍ଲାସ ଓ ଉତ୍ସାହର ସହ ରଙ
ହୋଲିର ଶୁଭେଚ୍ଛା ଜଣାଇଲେ     ସମ୍ବିତ ପାତ୍ର


ଭୁବନେଶ୍ୱର, 04 ମାର୍ଚ୍ଚ (ହି.ସ.)

- ହୋଲିର

ଶୁଭେଚ୍ଛା ଜଣାଇଛନ୍ତି ସାଂସଦ ସମ୍ବିତ ପାତ୍ର । ଏନେଇ ସୋସିଆଲ ମିଡିଆ ଏକ୍ସରେ ସମ୍ବିତ ପାତ୍ର

କହିଛନ୍ତି ଯେ, ଶୁଭ ହୋଲି । ଆଜି ହୋଲିର ପବିତ୍ର ଅବସରରେ ପୁରୀ ସ୍ଥିତ ମୋର ବାସଭବନରେ

ହର୍ଷୋଲ୍ଲାସ ଓ ଉତ୍ସାହର ସହ ରଙ୍ଗୋତ୍ସବର ପବିତ୍ର ପର୍ବ ପାଳନ କରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande