ମାଲକାନଗିରିରୁ ୩ ଜଣ ଭାଜପା ନେତା ରାଜ୍ୟ କାର୍ଯ୍ୟକରାଣୀରେ ମନୋନୀତ
ମାଲକାନଗିରି , ୧୧ ଏପ୍ରିଲ୍ (ହି.ସ.) - ମାଲକାନଗିରି ଜିଲ୍ଲାରୁ ଭାରତୀୟ ଜନତା ପାର୍ଟି (ଭାଜପା)ର ୩ ଜଣ ବରିଷ୍ଠ କର୍ମୀଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ରାଜ୍ୟ କାର୍ଯ୍ୟକାରାଣୀରେ ମନୋନୀତ କରାଯାଇଛି। ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଏହି ମନୋନୟନ ହୋଇଥିବା ସୂଚନା
ମାଲକାନଗିରିରୁ ୩ ଜଣ ଭାଜପା ନେତା ରାଜ୍ୟ କାର୍ଯ୍ୟକରାଣୀରେ ମନୋନୀତ


ମାଲକାନଗିରିରୁ ୩ ଜଣ ଭାଜପା ନେତା ରାଜ୍ୟ କାର୍ଯ୍ୟକରାଣୀରେ ମନୋନୀତ


ମାଲକାନଗିରିରୁ ୩ ଜଣ ଭାଜପା ନେତା ରାଜ୍ୟ କାର୍ଯ୍ୟକରାଣୀରେ ମନୋନୀତ


ମାଲକାନଗିରି , ୧୧ ଏପ୍ରିଲ୍ (ହି.ସ.) - ମାଲକାନଗିରି ଜିଲ୍ଲାରୁ ଭାରତୀୟ ଜନତା ପାର୍ଟି (ଭାଜପା)ର ୩ ଜଣ ବରିଷ୍ଠ କର୍ମୀଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ରାଜ୍ୟ କାର୍ଯ୍ୟକାରାଣୀରେ ମନୋନୀତ କରାଯାଇଛି। ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଏହି ମନୋନୟନ ହୋଇଥିବା ସୂଚନା ମିଳିଛି।

ମନୋନୀତ ସଦସ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ସଭାପତି ନିମାଇଁ ପାଲ, ପୂର୍ବତନ ବିଧାୟକ ଡମ୍ବରୁ ଶୀଶା ଓ ମହିଳା ମୋର୍ଚ୍ଚା ସଦସ୍ୟା ସନ୍ତୋଷୀନି ପାତ୍ରଙ୍କୁ ସ୍ଥାନ ମିଳିଛି।

ଏହି ମନୋନୟନ ପରେ ମାଲକାନଗିରି ଜିଲ୍ଲା ଭାଜପା କର୍ମୀମାନେ ଆନନ୍ଦ ବ୍ୟକ୍ତ କରିଥିବା ବେଳେ ମନୋନୀତ ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେପରି ରାଜ୍ୟ ନେତୃତ୍ୱ ମାଲକାନଗିରି ଜିଲ୍ଲା ପ୍ରତି ଆସ୍ଥା ପ୍ରକଟ କରିଥିବାରୁ କର୍ମୀମାନେ ଧନ୍ୟବାଦ ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande