ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁର ସହର ହାଇଆଲର୍ଟ, ୫୦ ପ୍ଲାଟୁନ ପୋଲିସ ମୁତୟନ

ସମ୍ବଲପୁର, ୧୩, ଏପ୍ରିଲ୍ (ହି.ସ.) ବହୁ ପ୍ରତୀକ୍ଷିତ ହନୁମାନ ଜୟନ୍ତୀ ପାଇଁ ସମଗ୍ର ସମ୍ବଲପୁର ସହର ବେଶ୍ ଉନ୍ମାଦିତ ହୋଇ ଉଠିଥିବା ବେଳେ ଶାନ୍ତି ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ନେଇ ଜିଲ୍ଲା ପୋଲିସ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ବିଶେଷ କରି ଧନୁପାଲି ଥାନା ଅଞ୍ଚଳରେ ସଶସ୍ତ୍ର ପୋଲିସ ମୁତୟନ କରାଯାଇ ଥିବାବେଳେ ସମଗ୍ର ସହର ସିସିଟିଭି ନଜରରେ କଏଦ୍ ରହିଛି । ଆଶଙ୍କିତ ସାମ୍ପ୍ରଦାୟିକ ଦଙ୍ଗା ଓ ହିଂସାକୁ ନେଇ ସହରରେ ୫୦ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ସହରର ସମସ୍ତ ଛକ, ପଡା ଓ ବସ୍ତି ଅଞ୍ଚଳରେ ପୃଥକ୍ ପୃଥକ୍ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ସହରର ପ୍ରତି ଅଘଟଣ ପ୍ରତି ଡ୍ରୋନ୍ କ୍ୟାମେରା ମଧ୍ୟ ନିୟୋଜିତ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande