ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ପାଇଁ ଶୁଭ ଦେଲେ କେଭି ସିଂହଦେଓ
ଭୁବନେଶ୍ୱର, 16 ଏପ୍ରିଲ୍ (ହି.ସ.)- ଆଜି ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୱାର୍ଡ ନଂ ୯ ଏନ.ଏ.ସି. ଅଫିସ ନିକଟସ୍ଥ ଦୋକାନ ଗୃହ, ପାଠାଗାର ଓ ଯାତ୍ରୀ ନିବାସ ନିର୍ମାଣ ତଥା ପାଟଣାଗଡ଼ ଅଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି
କେଭି


ଭୁବନେଶ୍ୱର, 16 ଏପ୍ରିଲ୍ (ହି.ସ.)- ଆଜି ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ

ୱାର୍ଡ ନଂ ୯ ଏନ.ଏ.ସି. ଅଫିସ ନିକଟସ୍ଥ ଦୋକାନ ଗୃହ, ପାଠାଗାର ଓ ଯାତ୍ରୀ ନିବାସ ନିର୍ମାଣ ତଥା ପାଟଣାଗଡ଼ ଅଞ୍ଚଳର

ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ

କନକ ବର୍ଦ୍ଧନ ସିଂହଦେଓ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅଞ୍ଚଳର ସାମଗ୍ରିକ

ବିକାଶ ଏବଂ ସାଧାରଣ ଜନତାଙ୍କୁ ମୌଳିକ ସୁବିଧା ଯୋଗାଇଦେବା ଆମର ମୁଖ୍ୟ ଲକ୍ଷ୍ୟ। ଏହି

ପ୍ରକଳ୍ପଗୁଡ଼ିକ ଆଗାମୀ ଦିନରେ ପାଟଣାଗଡ଼ର ସହରୀ ଜୀବନଶୈଳୀରେ ଏକ ସକାରାତ୍ମକ ପରିବର୍ତ୍ତନ

ଆଣିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande