ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ଜିଲ୍ଲା ସଭାପତିଙ୍କ ନାମ ତାଲିକା ଘୋଷଣା
ଭୁବନେଶ୍ୱର, ୧୮ ଏପ୍ରିଲ (ହି.ସ.)- ବିଜେପି ସଂଖ୍ୟା ଲଘୁ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଗୁରିନ୍ଦର ସିଂହ ଶନିବାର ସଂଖ୍ୟାଲଘୁ ମୋର୍ଚ୍ଚା ଜିଲ୍ଲା ସଭାପତିଙ୍କ ନାମ ତାଲିକା ଘୋଷଣା କରିଛନ୍ତି । ଭୁବନେଶ୍ୱର ପାଇଁ ସତବୀର ସିଂଙ୍କ ନାମ ଘୋଷଣା ହୋଇଥିବା ବେଳେ କଟକ- ମହମ୍ମଦ ସବୀର , ବୌଦ୍ଧ- ନିୟାଜ୍
ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ଜିଲ୍ଲା ସଭାପତିଙ୍କ ନାମ ତାଲିକା ଘୋଷଣା


ଭୁବନେଶ୍ୱର, ୧୮ ଏପ୍ରିଲ (ହି.ସ.)- ବିଜେପି ସଂଖ୍ୟା ଲଘୁ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଗୁରିନ୍ଦର ସିଂହ ଶନିବାର ସଂଖ୍ୟାଲଘୁ ମୋର୍ଚ୍ଚା ଜିଲ୍ଲା ସଭାପତିଙ୍କ ନାମ ତାଲିକା ଘୋଷଣା କରିଛନ୍ତି ।

ଭୁବନେଶ୍ୱର ପାଇଁ ସତବୀର ସିଂଙ୍କ ନାମ ଘୋଷଣା ହୋଇଥିବା ବେଳେ କଟକ- ମହମ୍ମଦ ସବୀର , ବୌଦ୍ଧ- ନିୟାଜ୍ ହୁସେନ୍, ଗଜପତି- ବିଦ୍ୟୁତ୍ କୁମାର ସିଂ , ଜଗତସିଂହପୁର- ସୟଦ୍ ମୁକତାର ଅଲ୍ଲୀ, ଝାରସୁଗୁଡ଼ା- ତପନ କାନ୍ତ ଜେନା , କଳାହାଣ୍ଡି- ପତୱନ୍ତ ସିଂ, କେନ୍ଦ୍ରାପଡ଼ା- ଶେଖ୍ ବରହାନ୍ ଅଲ୍ଲୀ , କେନ୍ଦୁଝର- ଏମ୍ଡି ମୋଜାହିଦ୍ ଆଲାମ୍, ମାଲକାନଗିରି- ଜୋସେଫ୍ ଦିଲୀପ, ନୂଆପଡ଼ା- ସଲମାନ୍ ସୁମାରା, ରାଉରକେଲା- ଇରସାଦ୍ ଉଦିନ୍ ଖାନ୍ , ସମ୍ବଲପୁର- ଗୁରୁଦୀପ ସିଂହ ଏବଂ ସୁନ୍ଦରଗଡ଼- ଫ୍ରାନସିସ୍ ମିଞ୍ଜ୍ ସଭାପତି ନିଯୁକ୍ତ ହୋଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande