ଆଦର୍ଶ ସେବା ସଂଗଠନର ରକ୍ତଦାନ ଶିବିର
ଭଦ୍ରକ, ୧୯ ଅପ୍ରେଲ (ହି.ସ.) - ଏହି ବ୍ଲକ ନରିପୁର ଆଦର୍ଶ ସେବା ସଂଗଠନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଶିବିରକୁ ଆଗରପଡା ଥାନାର କମଳାକାନ୍ତ ଶତପଥି, ଯୋଗଗୁର ଧରଣୀ ଧର କର, ସ୍ଥଳସେନା ଅଧିକାରୀ ଜଗନ ବେହେରା ପ୍ରମୁଖ ଉଦ୍ଘାଟନ କରିଥିଲେ । ଭଦ୍ରକ ରକ୍ତ ଭଣ୍ଡାରର ଲିଲିମା ସ୍ୱାଇଁ, ବଳରାମ
adarsa seva blood donate camp


ଭଦ୍ରକ, ୧୯ ଅପ୍ରେଲ (ହି.ସ.) - ଏହି ବ୍ଲକ ନରିପୁର ଆଦର୍ଶ ସେବା ସଂଗଠନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଶିବିରକୁ ଆଗରପଡା ଥାନାର କମଳାକାନ୍ତ ଶତପଥି, ଯୋଗଗୁର ଧରଣୀ ଧର କର, ସ୍ଥଳସେନା ଅଧିକାରୀ ଜଗନ ବେହେରା ପ୍ରମୁଖ ଉଦ୍ଘାଟନ କରିଥିଲେ । ଭଦ୍ରକ ରକ୍ତ ଭଣ୍ଡାରର ଲିଲିମା ସ୍ୱାଇଁ, ବଳରାମ ପୁହାଣ, ପ୍ରକାଶ ବେହେରା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଶିବିରରେ ୪୭ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ଆଦର୍ଶ ସେବା ସଂଗଠନର ସଭାପତି ବାପି ପାଣିଗ୍ରାହୀ, ଉପ-ସଭାପତି ଶ୍ରୀକାନ୍ତ ପଣ୍ଡା, ସମ୍ପାଦକ କପିଳେନ୍ଦ୍ର ସାହୁ, ଦେବୀଦତ ପଣ୍ଡା, ଜଗତଜୀବନ ପାଣିିଗ୍ରାହୀ, ଜ୍ଞାନରଞ୍ଜନ ଦାସ, ଗଣେଶ ଜେନା, ରତିକାନ୍ତ ସୂତାର, ପଦ୍ମ ଲୋଚନ ପଣ୍ଡା ବିଭିନ୍ନ କାର୍ଯ୍ୟକୁ ପରିଚାଳନା କରିଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande