ଦେଶି ମଦ ଚାଲାଣ ବେଳେ ଚଡାଉ, ଜଣେ ଗିରଫ
ଜୟପୁର, ୦୨ ଏପ୍ରିଲ୍(ହି.ସ.) – ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢାଉ କରାଯାଇ ଜଣେ ଅଭିଯୁକ୍ତ କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା କଳାଗୁଡା ଗ୍ରାମର ନିର କୁଳଦିପ। ସୁଚନା ଅନୁଯାଇ ଏକ ବାଇକ ଦେଶି ମଦ ଚାଲାଣ ସୁଚନା ପାଇ ଜୟପୁର ଅବକାରି ଥାନା ଆଜି କୋନାଲ ରୋଡ ଏସ ବ୍ରିଜ ନିକଟ
ଦେଶି ମଦ ଚାଲାଣ ବେଳେ ଚଡାଉ, ଜଣେ ଗିରଫ


ଜୟପୁର, ୦୨ ଏପ୍ରିଲ୍(ହି.ସ.) – ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢାଉ କରାଯାଇ ଜଣେ ଅଭିଯୁକ୍ତ କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା କଳାଗୁଡା ଗ୍ରାମର ନିର କୁଳଦିପ। ସୁଚନା ଅନୁଯାଇ ଏକ ବାଇକ ଦେଶି ମଦ ଚାଲାଣ ସୁଚନା ପାଇ ଜୟପୁର ଅବକାରି ଥାନା ଆଜି କୋନାଲ ରୋଡ ଏସ ବ୍ରିଜ ନିକଟରେ ଚଡାଉ କରିଛି। ଚଢାଉ କରି ୯୦ ଲିଟର ଦେଶି ମଦ ଓ ବାଇକ କୁ ଜବତ କରିଛି। ଗିରଫ ଅଭିଯୁକ୍ତ କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଅବକାରି ଥାନା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ତ କେଶୋରି ହିରନ ସୁଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande