
ଭୁବନେଶ୍ୱର, 03 ଏପ୍ରିଲ୍ (ହି.ସ.) ଛତ୍ରପତି ଶିବାଜୀ ମହାରାଜଙ୍କୁ ଶ୍ରଦ୍ଧାଂଜଳି
ଜ୍ଞାପନ କରିଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ ଏକ୍ସରେ
ରାଜ୍ୟପାଳ କହିଛନ୍ତି ଯେ, ବୀରତାର ଜ୍ୱାଳା, ସାହସର ଦୃଷ୍ଟାନ୍ତ ଏବଂ
ସ୍ୱାଭିମାନର ପରିଚୟ, ହିନ୍ଦବୀ ସ୍ୱରାଜ୍ୟର ଅମର ଶିଳ୍ପକାର ଛତ୍ରପତି ଶିବାଜୀ
ମହାରାଜଙ୍କୁ ତାଙ୍କ ପୁଣ୍ୟତିଥିରେ ଶତ-ଶତ ନମନ ଏବଂ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ମା’
ଭାରତୀଙ୍କ ବୀର ସପୁତଙ୍କ ପରାକ୍ରମ ଏବଂ ତ୍ୟାଗ ଯୁଗେ-ଯୁଗେ ରାଷ୍ଟ୍ରକୁ ପ୍ରେରିତ କରୁଥିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା