ଚୋରି କରିବାକୁ ଯାଇ ଛାତରୁ ଠେଲି ଯୁବକକୁ ହତ୍ୟା
ଭୁବନେଶ୍ୱର, 03 ଏପ୍ରିଲ୍ (ହି.ସ.)- ଚୋରି କରିବାକୁ ଯାଇଥିବା ଚୋର କଲା ହତ୍ୟା I ଧରା ପଡିଯିବା ଡରରେ ତିନି ମହଲା ଉପରୁ ବଙ୍ଗାଳୀ ଯୁବକଙ୍କୁ ଠେଲି ହତ୍ୟା କରିଛି ଚୋର I ସହୀଦ ନଗରରେ ଘଟିଛି ଏଭଳି ଛାତିଥରା ଘଟଣା। ଚୋର ସହିତ ଠେଲା ପେଲାରେ ଚାଲିଗଲା ଯୁବକର ଜୀବନ
ଚୋରି କରିବାକୁ ଯାଇ ଛାତରୁ ଠେଲି ଯୁବକକୁ ହତ୍ୟା


ଭୁବନେଶ୍ୱର, 03 ଏପ୍ରିଲ୍ (ହି.ସ.)- ଚୋରି କରିବାକୁ

ଯାଇଥିବା ଚୋର କଲା ହତ୍ୟା I ଧରା ପଡିଯିବା

ଡରରେ ତିନି ମହଲା ଉପରୁ ବଙ୍ଗାଳୀ ଯୁବକଙ୍କୁ ଠେଲି ହତ୍ୟା କରିଛି ଚୋର I

ସହୀଦ ନଗରରେ ଘଟିଛି ଏଭଳି ଛାତିଥରା

ଘଟଣା। ଚୋର ସହିତ ଠେଲା ପେଲାରେ ଚାଲିଗଲା ଯୁବକର ଜୀବନ I 4 ତାଲା ଉପରୁ ଖସି ପଡିଲା ଶ୍ରମିକ I ରାତି

ଅଧରେ ସହିଦ୍ ନଗର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ଚୋର ଚୋରି କରିବା ପାଇଁ ପଶିଥିଲା I

ଚୋରି କରିବା ବେଳେ ଆପାର୍ଟମେଣ୍ଟରେ କାମ କରୁଥିବା ଜଣେ ଯୁବକକୁ ଚୋରକୁ କାବୁ

କରିବାକୁ ଯାଇ ଦୁହିଁଙ୍କ ଭିତରେ ହୋଇଥିଲା ଜୋରଦାର ଧସ୍ତାଧସ୍ତି I ତିନି

ତାଲା ଉପରୁ ଚୋର ଠେଲି ଦେବା ଫଳରେ ବିଲ୍ଡିଂରେ କାମ କରୁଥାବା ବଙ୍ଗାଳି ଯୁବକ ଖସି ପଡି ମୃତ୍ୟୁ

ବରଣ କରିଥିଲେ । ଚୋରି କରିବାକୁ ଆସିଥିବା ଯୁବକ ମୁହଁରେ କପଡା ବାନ୍ଧି ପଶିଥିବା ବେଳେ

ସିସିଟିଭିରେ ହୋଇଛି କଏଦ ହୋଇଛି ଦୃଶ୍ୟI

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande