
ଭୁବନେଶ୍ୱର, ୩୦ ଏପ୍ରିଲ (ହି.ସ.)- ବିଜେପି ସଂଖ୍ୟା ଲଘୁ ମୋର୍ଚ୍ଚା ରାଜ୍ୟ ସଭାପତି ଗୁରିନ୍ଦର ସିଂହ ଗୁରୁବାର ସଂଖ୍ୟାଲଘୁ ମୋର୍ଚ୍ଚା ୯ଟି ଜିଲ୍ଲା ସଭାପତିଙ୍କ ନାମ ତାଲିକା ଘୋଷଣା କରିଛନ୍ତି । ଅନୁଗୁଳ ଜିଲ୍ଲା ପାଇଁ ଏସକେ ମିନାଜ ଉଦିନ ସଭାପତି ଘୋଷଣା ହୋଇଥିବା ବେଳେ ବାଲେଶ୍ୱର ଏସକେ ଅତିଉଲ୍ଲା , ଦେବଗଡ - ଏମଡି ମୁନୀର ଖାନ୍ , ଢେଙ୍କାନାଳ - ସର୍ଫରାଜ ଅଲ୍ଲୀ , ଘୁମୁଷର (ଆସ୍କା)- ଶେଖ୍ ତୋହିଦ୍ , ଘୁମୁଷର (ଭଂଜନଗର)- ନୁରୁଦିନ ବେଗ୍ , ଯାଜପୁର- ଜୁଲଫକର ଅଲ୍ଲୀ ଖାନ୍ , କୋରାପୁଟ- ପ୍ରମୋଦ କଣ୍ଡପନ୍ ଏବଂ ପୁରୀ ପାଇଁ ଏସକେ ମାସୁଦ ଜିଲ୍ଲା ସଭାପତି ନିଯୁକ୍ତ ହୋଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା