ଜିଲ୍ଲା କୋର୍ଟ ପରିସରରେ ଯୋଗ ଦିବସ ପାଳନ
କେନ୍ଦ୍ରାପଡ଼ା, ୨୧ ଜୁନ୍(ହି.ସ.) – କେନ୍ଦ୍ରାପଡା ଜିଲ୍ଲା କୋର୍ଟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି । ମାନ୍ୟବର ଜିଲ୍ଲା ଓ ଦୈାରାଜଜ୍ ଦୀପକ କୁମାର ଦାସ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ନିୟମିତ ଯୋଗାଭ୍ୟାସ ଦ୍ୱାରା ଶାରିରୀକ, ମାନସିକ ଓ ଆଧ୍ୟାମ୍ôିକ ବିକାଶ ସମ୍ଭବ ହୋଇଥାଏ ଏ
ଜିଲ୍ଲା କୋର୍ଟ ପରିସରରେ ଯୋଗ ଦିବସ ପାଳନ ।


କେନ୍ଦ୍ରାପଡ଼ା, ୨୧ ଜୁନ୍(ହି.ସ.) – କେନ୍ଦ୍ରାପଡା ଜିଲ୍ଲା କୋର୍ଟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି । ମାନ୍ୟବର ଜିଲ୍ଲା ଓ ଦୈାରାଜଜ୍ ଦୀପକ କୁମାର ଦାସ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ନିୟମିତ ଯୋଗାଭ୍ୟାସ ଦ୍ୱାରା ଶାରିରୀକ, ମାନସିକ ଓ ଆଧ୍ୟାମ୍ôିକ ବିକାଶ ସମ୍ଭବ ହୋଇଥାଏ ଏବଂ ଏହା ଏକ ସୁସ୍ଥ ଓ ସକାରାମ୍ôକ ସମାଜ ଗଠନରେ ସହାୟକ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋର୍ଟର ମାନ୍ୟବର ସମସ୍ତ ବିଚାରପତି, କର୍ମଚାରୀ ଉପସ୍ଥିତ ଥିଲେ । ଯୋଗଗୁରୁ ବିଭୁପ୍ରସାଦ ଦାସ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଚିତ୍ତାକର୍ଷକ ଯୋଗ ପ୍ରଦର୍ଶନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande