ତୁରନ୍ତ ପଟ୍ଟା ଦେବାକୁ ଆବେଦନକାରୀଙ୍କ ଦାବି
ଗଞ୍ଜାମ ୨୪ ଜୁନ (ହି.ସ) ଶେରଗଡ ତହସିଲରେ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଜମି ଓ ଘର ନୂଆ ପଟ୍ଟା ପାଇଁ ନିୟମ ଅନୁଯାଇ ବହୁ ବ୍ୟକ୍ତି ଆବେଦନ କରିଥିଲେ ମଧ୍ୟ ଦୀର୍ଘ ଦିନ ହେଲା ପଟ୍ଟା ପାଇନଥିଵାରୁ ଅସନ୍ତୋଷ ପ୍ରକାଶ କରୁଛନ୍ତି। ତୁରନ୍ତ ଶେରଗଡ ତହସିଲଦାର ଘଟଣାର ଅନୁଧ୍ୟାନ କରି ଆବେଦନକାରୀଙ୍କୁ ପଟ୍ଟା
ତୁରନ୍ତ ପଟ୍ଟା ଦେବାକୁ ଆବେଦନକାରୀଙ୍କ ଦାବି


ଗଞ୍ଜାମ ୨୪ ଜୁନ (ହି.ସ) ଶେରଗଡ ତହସିଲରେ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଜମି ଓ ଘର ନୂଆ ପଟ୍ଟା ପାଇଁ ନିୟମ ଅନୁଯାଇ ବହୁ ବ୍ୟକ୍ତି ଆବେଦନ କରିଥିଲେ ମଧ୍ୟ ଦୀର୍ଘ ଦିନ ହେଲା ପଟ୍ଟା ପାଇନଥିଵାରୁ ଅସନ୍ତୋଷ ପ୍ରକାଶ କରୁଛନ୍ତି। ତୁରନ୍ତ ଶେରଗଡ ତହସିଲଦାର ଘଟଣାର ଅନୁଧ୍ୟାନ କରି ଆବେଦନକାରୀଙ୍କୁ ପଟ୍ଟା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande