ସିସୋର ଚିଟ୍ଫଣ୍ଡ ମାମଲା:ପ୍ରଭାତ ବିଶ୍ୱାଳ ହାଇକୋର୍ଟରୁ ନିରାଶ
ଭୁବନେଶ୍ୱର, ୦୨ ଜୁଲାଇ (ହି.ସ)- ସିସୋର ଚିଟ୍ଫଣ୍ଡ ମାମଲାରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ହାଇକୋର୍ଟରୁ ନିରାଶ ହେବାକୁ ପଡିଛି। ସିବିଆଇ ମାମଲା ରଦ୍ଦ କରିବା ନେଇ ପ୍ରଭାତ କରିଥିବା ଆବେଦନ ହାଇକୋର୍ଟରେ ଅଗ୍ରାହ୍ୟ ହୋିଛି। ଏହାସହ ୬ ମାସରେ ମାମଲାର ଅନ୍ତ ଘଟାଇବାକୁ ସିବିଆଇ କୋର୍ଟକୁ ହାଇକୋ
prabhat Biswal


ଭୁବନେଶ୍ୱର, ୦୨ ଜୁଲାଇ (ହି.ସ)- ସିସୋର ଚିଟ୍ଫଣ୍ଡ ମାମଲାରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ହାଇକୋର୍ଟରୁ ନିରାଶ ହେବାକୁ ପଡିଛି। ସିବିଆଇ ମାମଲା ରଦ୍ଦ କରିବା ନେଇ ପ୍ରଭାତ କରିଥିବା ଆବେଦନ ହାଇକୋର୍ଟରେ ଅଗ୍ରାହ୍ୟ ହୋିଛି। ଏହାସହ ୬ ମାସରେ ମାମଲାର ଅନ୍ତ ଘଟାଇବାକୁ ସିବିଆଇ କୋର୍ଟକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ସିବିଆଇ ଓକିଲ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande