ଅମ୍ବିରା ନଗରରେ ଏକ୍ସ-ସର୍ଭିସମ୍ୟାନଙ୍କ ପକ୍ଷରୁ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ

ସମ୍ବଲପୁର,୨୫, ଜୁଲାଇ (ହି.ସ.) ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଅମ୍ବିରା ନଗର ଅଞ୍ଚଳରେ ଏକ୍ସ-ସର୍ଭିସମ୍ୟାନଙ୍କ ପକ୍ଷରୁ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ସମ୍ବଲପୁରର ଏକ୍ସ-ସର୍ଭିସମ୍ୟାନ ସଂଗଠନର ସଦସ୍ୟମାନେ ଅମ୍ବିରା ନଗରର ବିଭିନ୍ନ ଖାଲି ସ୍ଥାନରେ ଛାୟା ଓ ଫଳ ଜାତୀୟ ବିଭିନ୍ନ ପ୍ରଜାତିର ଚାରା ରୋପଣ କରିଥିଲେ। ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିର ଉଦ୍ଦେଶ୍ୟରେ ଏହି ବୃକ୍ଷରୋପଣ କରା ଯାଇଥିବା ବେଳେ ରୋପଣ କରାଯାଇ ଥିବା ଚାରାଗୁଡ଼ିକର ନିୟମିତ ଯତ୍ନ ନେବା ଓ ସେଗୁଡ଼ିକର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏକ୍ସ-ସର୍ଭିସମ୍ୟାନମାନେ ପଦକ୍ଷେପ ନେବେ ବୋଲି ସୂଚନା ମିଳିଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande