ମହାପ୍ରଭୁଙ୍କ ପବିତ୍ର ସୁନାବେଶର ଶୁଭେଚ୍ଛା ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 25 ଜୁଲାଇ (ହି.ସ.)- ମହାପ୍ରଭୁଙ୍କ ପବିତ୍ର ସୁନାବେଶର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଆଜି ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁଙ୍କ ଅତି ଦୁର୍ଲଭ ଓ ପବିତ୍ର ସୁନାବେଶ। ମହଣ
ମହାପ୍ରଭୁଙ୍କ ପବିତ୍ର ସୁନାବେଶର ଶୁଭେଚ୍ଛା ଜଣାଇଲେ     ସ୍ୱାସ୍ଥ୍ୟମନ୍ତ୍ରୀ


ଭୁବନେଶ୍ୱର, 25 ଜୁଲାଇ (ହି.ସ.)- ମହାପ୍ରଭୁଙ୍କ ପବିତ୍ର ସୁନାବେଶର ଶୁଭେଚ୍ଛା ଜଣାଇଛନ୍ତି

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି

ଯେ, ଆଜି ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁଙ୍କ ଅତି ଦୁର୍ଲଭ ଓ ପବିତ୍ର ସୁନାବେଶ। ମହଣ ମହଣ

ସୁବର୍ଣ୍ଣ ଆଭୂଷଣରେ ଆଜି ବିଭୂଷିତ ହେବେ ତିନି ଠାକୁର।

ମନ୍ତ୍ରୀ କହିଛନ୍ତି ଯେ, ଏହି ଆଧ୍ୟାତ୍ମିକ ଓ ଅଲୌକିକ ମୁହୂର୍ତ୍ତରେ

ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ହାର୍ଦ୍ଦିକ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କ

ଜୀବନରେ ସୁଖ, ଶାନ୍ତି ଓ

ସମୃଦ୍ଧିର ଭରିଦିଅନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande