
ଭୁବନେଶ୍ୱର, 28 ଜୁଲାଇ
(ହି.ସ)- ନାଇଡୁ କମିଶନ ରିପୋର୍ଟ ଗାୟବ ଘଟଣାରେମାମଲା ରୁଜୁ କରିଛି
କ୍ରାଇମବ୍ରାଞ୍ଚ । ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ ମାମଲା ରୁଜୁ କଲା
କ୍ରାଇମବ୍ରାଞ୍ଚ । ବିଏନଏସ୩୦୫, ୩୧୬ (୨), ୨୩୮ (ସି), ୨୪୧, ୬୧ (୨)(ବି)ରେ ମାମଲା ରୁଜୁ ହୋଇଛି । କ୍ରାଇମବ୍ରାଞ୍ଚ ଡିଏସ୍ପି ଆଶୁତୋଷ
ମିଶ୍ର କରିବେ ତଦନ୍ତ । କ୍ରାଇମବ୍ରାଞ୍ଚ ଏସ୍ପି ଅନିରୁଦ୍ଧ ରାଉତରାୟ ତଦନ୍ତର ମନିଟରିଂ କରିବେ
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା