ସାଳନ୍ଦୀ, ଜଳକା ଓ ବୈତରଣୀରେ ସନ୍ଧ୍ୟା ସୁଦ୍ଧା ବନ୍ୟା ଆଶଙ୍କା
ଭୁବନେଶ୍ୱର, 28 ଜୁଲାଇ (ହି.ସ)- ସାଳନ୍ଦୀ, ଜଳକା ଓ ବୈତରଣୀରେ ସନ୍ଧ୍ୟା ସୁଦ୍ଧା ବନ୍ୟା ଆଶଙ୍କା । ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ନାହିଁ । ବୈତରଣୀ ପାଇଁ ଚାନ୍ଦବାଲି, ଧାମନଗର
ସାଳନ୍ଦୀ, ଜଳକା ଓ ବୈତରଣୀରେ ସନ୍ଧ୍ୟା ସୁଦ୍ଧା ବନ୍ୟା ଆଶଙ୍କା


ଭୁବନେଶ୍ୱର, 28 ଜୁଲାଇ

(ହି.ସ)- ସାଳନ୍ଦୀ, ଜଳକା ଓ

ବୈତରଣୀରେ ସନ୍ଧ୍ୟା ସୁଦ୍ଧା ବନ୍ୟା ଆଶଙ୍କା । ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ

ଯନ୍ତ୍ରୀ ଦିଲ୍ଲୀପ ରାଉତ । ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ନାହିଁ । ବୈତରଣୀ ପାଇଁ

ଚାନ୍ଦବାଲି, ଧାମନଗର, ଯାଜପୁର ପ୍ରଭାବିତ ହେବ । ଜଳକା ପାଇଁ ବସ୍ତା ଓ ବାଲେଶ୍ବର ସଦର

ପ୍ରଭାବିତ ହେବ ବୋଲି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande