ଗ୍ରାମବାସୀଙ୍କ ଦ୍ଵାରା ଗ୍ରାମ୍ୟ ଉନ୍ନୟନ ପାଇଁ ଅନୁମତି।
କେନ୍ଦ୍ରାପଡ଼ା-:06 ଜୁଲାଇ (ହି.ସ.) ବିଭାଗ ଅଧୂକ୍ଷଣ ଯନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଆତିଥ୍ୟରେ ସମ୍ବନ୍ଧିତଡେରାବିଶ ଜିଲ୍ଲା କେନ୍ଦ୍ରାପଡା ଆପଣଙ୍କୁ ଚଣ୍ଡୀବଜାର ଠାରୁ ବଡଫୋଗଳ, ଭାୟା କରାଯାଇଥିଲା ଓ ଏବେ ମଧ୍ୟ ୫୦ ଫୁଟର ଦୀର୍ଘ ପୋଲଟି ତା ଆମ୍ଭେ ନିମ୍ନ ସ୍ଵାକ୍ଷରକାରୀ, ଗ୍ରାମ ଲିଖତ ପତ୍ର ପ୍ରଦାନ କରୁକ
ଗ୍ରାମବାସୀଙ୍କ ଦ୍ଵାରା ଗ୍ରାମ୍ୟ ଉନ୍ନୟନ ପାଇଁ ଅନୁମତି।


କେନ୍ଦ୍ରାପଡ଼ା-:06 ଜୁଲାଇ (ହି.ସ.) ବିଭାଗ ଅଧୂକ୍ଷଣ ଯନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଆତିଥ୍ୟରେ ସମ୍ବନ୍ଧିତଡେରାବିଶ ଜିଲ୍ଲା କେନ୍ଦ୍ରାପଡା ଆପଣଙ୍କୁ ଚଣ୍ଡୀବଜାର ଠାରୁ ବଡଫୋଗଳ, ଭାୟା କରାଯାଇଥିଲା ଓ ଏବେ ମଧ୍ୟ ୫୦ ଫୁଟର ଦୀର୍ଘ ପୋଲଟି ତା ଆମ୍ଭେ ନିମ୍ନ ସ୍ଵାକ୍ଷରକାରୀ, ଗ୍ରାମ ଲିଖତ ପତ୍ର ପ୍ରଦାନ କରୁକି, ଗ୍ରାମ୍ୟ ଉନ୍ନୟନ ଜହ୍ନିମୂଳ, ଥାନା – ମନ ବିଭାଗ ଦ୍ଵାରା ଜହ୍ନିମୂଳ ଦେଇକି ୧.୫ କି.ମି ସୁଦ ସୁଦୀର୍ଘ ରାସ୍ତା କାର୍ୟ୍ୟ ଦୁଇ ବର୍ଷ ତଳେ ଆରମ୍ଭକାର୍ୟ୍ୟ ଋଲୁ ରହିଛି। ଯାହା ଡ୍ରେନେ ନେଜ୍ ୨୦ ନଂ. ଉପରେ ୦୧.୦୧.୨୦୨୬ ରିଖରୁ ଭଙ୍ଗା ଯାଇ ଦ୍ୟାବଧୂ କାର୍ୟ୍ୟ ଋଲୁ ରହିଛି।ଏଣୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଦୁଇ ବର୍ଷର ଅକ୍ଳାନ୍ତ ପରି ସୁବିଧା ସୁଯୋଗ ଭେଟି ମଧ୍ୟରୁ – ପରିଶ୍ରମ ସ୍ଵରୂପ ଆମ ଗ୍ରାମବାସୀଙ୍କୁ ଦେଇଥିବା୧. ଗ୍ରାମବାସୀମାନେ ୫ କି.ମି. ବୁଲି ବିଲି ଯିବା ଆସିବା କରୁଛନ୍ତି ।୨. ଋଷ କରିବା ପାଇଁ ଟ୍ରାକ୍ଟର ଯୋଗାଯୋଗ ବିଚ୍ଛିନ୍ନ।୩. ବର୍ଷା ଅସରା ହେଲେ ରାସ୍ତାରୁ ପିଚୁ ଉତ୍ପାଦନ।୪. ଡ୍ରେନେଜ୍ର ଉଦ୍ବୃତ ଜଳକୁ ଅବରୋଧ କରି ଗ୍ରାମବାସୀକ ସୀଙ୍କୁ କ୍ଷୁଦ୍ର ଡ୍ୟାମ୍ର ସୁବିଧା ଦେବାର ବ୍ୟବସ୍ଥା।କରିଥିବାରୁ ଆମେ ଗ୍ରାମବାସୀ ଅତି ପ୍ରିତିୟମାନ ହୋଇ ଆପଣଙ୍କ ଉପସ୍ଥିତିରେ ଗ୍ରାମ ଉନ୍ନୟନ ବିଭାଗର ନିର୍ବାହୀ ଅଧିକାରୀଙ୍କୁ ଆସନ୍ତା ତା. ୦୬.୦୭.୨୦୨୬ ରିଖରେ ଗ୍ରିଭାନ୍ସରେ ଆପ ଆପଣଙ୍କ ଦ୍ବାରା ସମ୍ମାନୀତ କରିବାକୁ ଋହୁଁଛୁ। ଏଣୁ ଅନମତି କାମନା ସହିତ ସହଯୋଗ କାମନା କରୁ ଜ୍ଝ

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande