
ଭୁବନେଶ୍ୱର, 01 ଅଗଷ୍ଟ (ହି.ସ.)- ସମ୍ବଲପୁର ଦିନର
ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ
ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ସମ୍ବଲପୁରୀ ଦିନ୍ ଉଧେଁ ସବୁ ମାଁ-ବୁହେନ୍, ଦାଦା-ଭାଏ ମାନ୍କୁଁ ମୋର ର୍ଗୁର୍ଦୁଟେ ଶୁଭେଚ୍ଛା
ଆର୍ ଅଭିନନ୍ଦନ୍। ଆସୁନ୍ ସଭେ ମିଶିକରି ଆଜିର୍ ଦିନ୍ କେ ଧୁମ୍ ଧାମ୍ ରେ ମନାମାଁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା