
ଗଂଜାମ, 31 ଅଗଷ୍ଟ (ହି.ସ.) ଆସିକା ପୁଲିସ ଦ୍ୱାରା ଡକାୟତି ଯୋଜନା ପଣ୍ଡ ହୋଇଛି । ଗତକାଲି ରାତିରେ ଡକାୟତ ମାନେ ଡକାୟତି କରିବା ପାଇ ଯୋଜନା କରୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଛନ୍ତି। ପୁଲିସ ସାତଜଣ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବହୁ ମାରଣାସ୍ତ୍ର,୪ମୋବାଇଲ,୪ଵାଇକ ଓ ୪୯ହଜାର ୫୦୦ଟଙ୍କା ଜଵତ କରିଛି। ଗିରଫ ଡକାୟତ ମାନଙ୍କୁ କୋର୍ଟ ଚାଲାଣ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ