'ଓଡ଼ିଆ ସାମ୍ବାଦିକତା ଦିବସ'ରେ ରାଜ୍ୟପାଳଙ୍କ ଶୁଭେଚ୍ଛା ବାର୍ତ୍ତା
ଭୁବନେଶ୍ୱର, 04 ଅଗଷ୍ଟ (ହି.ସ.)-''ଓଡ଼ିଆ ସାମ୍ବାଦିକତା ଦିବସ''ରେ ରାଜ୍ୟପାଳ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ''ଓଡ଼ିଆ ସାମ୍ବାଦିକତା ଦିବସ'' ଅବସରରେ ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍
'ଓଡ଼ିଆ ସାମ୍ବାଦିକତା ଦିବସ'ରେ ରାଜ୍ୟପାଳଙ୍କ ଶୁଭେଚ୍ଛା ବାର୍ତ୍ତା


ଭୁବନେଶ୍ୱର, 04 ଅଗଷ୍ଟ (ହି.ସ.)-'ଓଡ଼ିଆ

ସାମ୍ବାଦିକତା ଦିବସ'ରେ ରାଜ୍ୟପାଳ

ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, 'ଓଡ଼ିଆ ସାମ୍ବାଦିକତା ଦିବସ' ଅବସରରେ ସମସ୍ତ

ସାମ୍ବାଦିକ ବନ୍ଧୁ ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

ରାଜ୍ୟପାଳ କହିଛନ୍ତି ଯେ, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସତ୍ୟ, ନିରପେକ୍ଷତା ଓ ଜନସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଧାନ୍ୟ

ଦେଇ ସମାଜକୁ ଦିଗଦର୍ଶନ ଦଉଥିବା ସାମ୍ବାଦିକଙ୍କ

ନିଷ୍ଠା, ତ୍ୟାଗ ଓ ଅବଦାନ ପ୍ରଶଂସନୀୟ। ଏକ ସଚେତନ, ସଶକ୍ତ ଓ ସୁସ୍ଥ ସମାଜ ଗଠନରେ ଆପଣମାନଙ୍କର ଭୂମିକା

ଉଲ୍ଲେଖନୀୟ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande