ସ୍ୱାଧୀନତା ଦିବସ ଜିଲ୍ଲା ସ୍ତରୀୟ ବକ୍ତୃତା ପ୍ରତିଯୋଗିତା
ବଲାଙ୍ଗିର, 05 ଅଗଷ୍ଟ (ହି.ସ.) ବଲାଙ୍ଗୀରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ଅଗଷ୍ଟ ୧୫ ତାରିଖ ରେ ୮ଠତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହେବ । ଏହି ଅବସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ତଥା ସାପ୍ତାହିକ ଖବରକାଗଜ ‘ପ୍ରେରଣା’ର ସହଯୋ
ସ୍ୱାଧୀନତା ଦିବସ ଜିଲ୍ଲା ସ୍ତରୀୟ ବକ୍ତୃତା ପ୍ରତିଯୋଗିତା


ବଲାଙ୍ଗିର, 05 ଅଗଷ୍ଟ (ହି.ସ.)

ବଲାଙ୍ଗୀରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ଅଗଷ୍ଟ ୧୫ ତାରିଖ ରେ ୮ଠତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହେବ । ଏହି ଅବସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ତଥା ସାପ୍ତାହିକ ଖବରକାଗଜ ‘ପ୍ରେରଣା’ର ସହଯୋଗରେ ସ୍ଥାନୀୟ ପତିତପାବନ ଏକାଡେମୀ ଠାରେ ଏକ ସ୍କୁଲ ଓ କଲେଜସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବଲାଙ୍ଗୀର ସହରର ବିଭିନ୍ନ ସ୍କୁଲ ଓ କଲେଜରୁ ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ, ନବମ ଓ ଦଶମ ଶ୍ରେଣୀ ଏବଂ କଲେଜସ୍ତରୀୟ, ଏପରି ତିନୋଟି ବିଭାଗରେ

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande