ସୁଭଦ୍ରା  ଯୋଜନାର ୨ ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
ଭୁବନେଶ୍ୱର, 16 ସେପ୍ଟେମ୍ବର (ହି.ସ.)- ଆସନ୍ତାକାଲି ସୁଭଦ୍ରା ଯୋଜନାର ୨ ବର୍ଷ ପୂର୍ତ୍ତି ହେବ । ଏହି ଅବସରରେ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସୁଭଦ୍ରା ଯୋଜନାରେ ୧ କୋଟିରୁ ଉର୍ଦ୍ଧ୍ଵ ମହିଳାଙ୍କୁ ୧୨୫ କୋଟି ଦିଆଯାଇଛି । ଆସନ୍ତାକାଲ
ସୁଭଦ୍ରା  ଯୋଜନାର ୨     ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ


ଭୁବନେଶ୍ୱର, 16 ସେପ୍ଟେମ୍ବର (ହି.ସ.)- ଆସନ୍ତାକାଲି ସୁଭଦ୍ରା

ଯୋଜନାର ୨ ବର୍ଷ ପୂର୍ତ୍ତି ହେବ । ଏହି ଅବସରରେ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ

ନିଆଯାଇଛି । ସୁଭଦ୍ରା ଯୋଜନାରେ ୧ କୋଟିରୁ

ଉର୍ଦ୍ଧ୍ଵ ମହିଳାଙ୍କୁ ୧୨୫ କୋଟି ଦିଆଯାଇଛି । ଆସନ୍ତାକାଲି 2ବର୍ଷ ପୂର୍ତ୍ତି ଉପଲକ୍ଷେ ଅଙ୍ଗନବାଡି ସେଣ୍ଟର ଏବଂ

ଅନ୍ୟାନ୍ୟ ସ୍ଥାନରେ ଏହାକୁ ପାଳନ

କରାଯିବ । ମହିଳା ମାନେ ରଙ୍ଗୋଲି କରିବେ ।

ସୁଭଦ୍ରା ହିତାଧିକାରୀଙ୍କୁ ଏବେ ପର୍ଯ୍ୟନ୍ତ ୫ ଟି କିସ୍ତି ଦିଆଯାଇଛି । ସୁଭଦ୍ରା ଯୋଜନା ଭଉଣୀ ମାନଙ୍କୁ ଦକ୍ଷତା

ପ୍ରଦାନ ପାଇଁ

ଚେଷ୍ଟା କରାଯିବ । ସୁଭଦ୍ରା

ଯୋଜନା ମହିଳାଙ୍କ ଜୀବନରେ

ଏହି ଯୋଜନା ବ୍ୟାପକ ପରିବର୍ତ୍ତନ ଆଣିଛି

। ଓଡିଶାର ପୁରପଲ୍ଲୀରେ ଏହାକୁ ପାଳନ କରାଯିବ । ଭବ୍ୟ, ଦିବ୍ୟ ଢଙ୍ଗରେ

ପ୍ରସ୍ତୁତି ହୋଇଛି ବୋଲି ଉପମୁଖ୍ୟମନ୍ତ୍ରୀ

ପ୍ରଭାତି ପରିଡା କହିଛନ୍ତି ।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର

ମୋଦିଜୀଙ୍କ ଜନ୍ମଦିନ ଅବସରରେ ଜନ୍ମନେଇଥିଲା 'ସୁଭଦ୍ରା ଯୋଜନା' । ଆସନ୍ତାକାଲି

ଅର୍ଥାତ ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟାରେ ଦୀପ ଜାଳି ଏହି ଦିନକୁ ଉତ୍ସବ ଭାବେ ପାଳନ କରିବା

ପାଇଁ ସମସ୍ତ ସୁଭଦ୍ରା ଭଉଣୀମାନଙ୍କୁ ଅନୁରୋଧ କରୁଛନ୍ତି ପ୍ରଭାତି ପରିଡା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande