ସ୍କ୍ରବ୍ଟାଇଫସ୍କୁ ନେଇ ଭୟଭୀତ ହୁଅନ୍ତୁନାହିଁ- ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 19 ସେପ୍ଟେମ୍ବର (ହି.ସ.)- ସ୍କ୍ରବଟାଇଫସ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ସେ କହିଛନ୍ତି ଯେ, ସ୍କ୍ରବ୍ଟାଇଫସ୍କୁ ନେଇ ଭୟଭୀତ ହୁଅନ୍ତୁ ନାହିଁ । ସୁନ୍ଦରଗଡ଼, ପାଲଲହଡ଼ାରୁ କିଛି ଇସ୍ୟୁ ଆସିଛି, ଆଉ ଥରେ ତାର
ସ୍କ୍ରବ୍ଟାଇଫସ୍କୁ ନେଇ     ଭୟଭୀତ ହୁଅନ୍ତୁନାହିଁ- ସ୍ୱାସ୍ଥ୍ୟମନ୍ତ୍ରୀ


ଭୁବନେଶ୍ୱର, 19 ସେପ୍ଟେମ୍ବର (ହି.ସ.)- ସ୍କ୍ରବଟାଇଫସ୍କୁ

ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ସେ କହିଛନ୍ତି ଯେ, ସ୍କ୍ରବ୍ଟାଇଫସ୍କୁ

ନେଇ ଭୟଭୀତ ହୁଅନ୍ତୁ ନାହିଁ । ସୁନ୍ଦରଗଡ଼, ପାଲଲହଡ଼ାରୁ

କିଛି ଇସ୍ୟୁ ଆସିଛି, ଆଉ ଥରେ ତାର ତର୍ଜମା ହେବ । ରାୟଗଡ଼ାରେ ଜଣ୍ଡିସ ବ୍ୟାପିବା ଖବରର

ତର୍ଜମା କରାଯାଉଛି । ଡାକ୍ତରୀ ଟିମ୍ର ମନିଟରିଂ ଚାଲିଛି । ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ

ବାସୀ ଖାଦ୍ୟ ନେଇ ରେଡ୍ କରାଯାଉଛି ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande