ରେଳବାଇ ସୁରକ୍ଷା ବଳ ପ୍ରତିଷ୍ଠା ଦିବସ ସମସ୍ତ ଯବାନ ଓ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଲେ କେଭି ସିଂହଦେଓ
ଭୁବନେଶ୍ୱର, 20 ସେପ୍ଟେମ୍ବର (ହି.ସ.)- ରେଳବାଇ ସୁରକ୍ଷା ବଳ ପ୍ରତିଷ୍ଠା ଦିବସ ସମସ୍ତ ଯବାନ ଓ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ରେଳବାଇ ସୁରକ୍ଷ
ରେଳ


ଭୁବନେଶ୍ୱର, 20 ସେପ୍ଟେମ୍ବର (ହି.ସ.)- ରେଳବାଇ

ସୁରକ୍ଷା ବଳ ପ୍ରତିଷ୍ଠା ଦିବସ ସମସ୍ତ ଯବାନ ଓ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ସେ

କହିଛନ୍ତି ଯେ, ରେଳବାଇ ସୁରକ୍ଷା ବଳ ପ୍ରତିଷ୍ଠା ଦିବସ ଅବସରରେ ଦେଶର ରେଳ ସମ୍ପଦର ସୁରକ୍ଷା, ଯାତ୍ରୀମାନଙ୍କ ସୁରକ୍ଷା ଏବଂ ସୁଗମ ରେଳ ପରିଚାଳନା ପାଇଁ ସମର୍ପିତ

ସମସ୍ତ ଯବାନ ଓ କର୍ମଚାରୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande