ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପିଏମ ମୋଦି
ନୂଆଦିଲ୍ଲୀ, 3 ଅକ୍ଟୋବର (ହି.ସ.) - ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପିଏମ ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ଜନ୍ମଦିନର ଶୁଭେଚ୍ଛା । ଯିଏକି ଭାରତକୁ ଟୁରିଜିମ ହବ୍ ବନାଇ
ଗଜେନ୍ଦ୍ର ସିଂ     ଶେଖାୱତଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପିଏମ ମୋଦି


ନୂଆଦିଲ୍ଲୀ, 3 ଅକ୍ଟୋବର (ହି.ସ.)

- ଗଜେନ୍ଦ୍ର

ସିଂ ଶେଖାୱତଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପିଏମ ମୋଦି । ଏନେଇ ସୋସିଆଲ ମିଡିଆ

ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ଜନ୍ମଦିନର ଶୁଭେଚ୍ଛା ।

ଯିଏକି ଭାରତକୁ ଟୁରିଜିମ ହବ୍ ବନାଇବା ପାଇଁ ଏବଂ

ସେ ସହିତ ଭାରତୀୟ ସଂସ୍କୃତିକୁ ପ୍ରଚାର କରିବା ପାଇଁ ଅତ୍ୟଧିକ ପ୍ରୟାସ କରୁଛନ୍ତି, ତାଙ୍କର ଦୀର୍ଘ ଓ ସ୍ୱାସ୍ଥ୍ୟ ଜୀବନ ପାଇଁ

ପ୍ରାର୍ଥନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande