ଖୁବ ଶୀଘ୍ର ନୂଆପଡାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 31 ଅକ୍ଟୋବର (ହି.ସ.)- ନୂଆପଡ଼ା ଉପ ନିର୍ବାଚନ ପ୍ରସଙ୍ଗରେ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଖୁବ୍ ଶୀଘ୍ର ନିର୍ବାଚନୀ ମୈଦାନକୁ ମୁଖ୍ୟମନ୍ତ୍ରୀ ପ୍ରଚାର ପାଇଁ ଯିବେ । ସମସ୍ତ କାର୍ଯ୍ୟକର୍ତ୍ତା ସେ
ଖୁବ ଶୀଘ୍ର ନୂଆପଡାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 31 ଅକ୍ଟୋବର (ହି.ସ.)- ନୂଆପଡ଼ା ଉପ ନିର୍ବାଚନ ପ୍ରସଙ୍ଗରେ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ପ୍ରତିକ୍ରିୟା

ରଖିଛନ୍ତି । ସେ କହିଛନ୍ତି ଯେ, ଖୁବ୍

ଶୀଘ୍ର ନିର୍ବାଚନୀ ମୈଦାନକୁ

ମୁଖ୍ୟମନ୍ତ୍ରୀ ପ୍ରଚାର ପାଇଁ ଯିବେ । ସମସ୍ତ

କାର୍ଯ୍ୟକର୍ତ୍ତା ସେଥିପାଇଁ ଆଶାବାଦୀ ଅଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande