
ଗଂଜାମ, 12 ନଭେମ୍ବର (ହି.ସ.)
ଗଂଜାମ ଜିଲା ଦିଗପହଣ୍ଡି କୋର୍ଟ ସମ୍ମୁଖରେ ଷ୍ଟାଂପ ଭେଣ୍ଡର ମାନେ ଚଢାଦରରେ ଅର୍ଥାତ ଦୁଇ ଗୁଣାଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି । ଦଶଟଙ୍କା ଷ୍ଟାମ୍ପ ପେପରକୁ ଭେଣ୍ଡରମାନେ କୋଡିଏ ଟଙ୍କାରେ ବିକ୍ରି କରୁଛନ୍ତି । ଫଳରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ