
ଭୁବନେଶ୍ୱର, 12 ନଭେମ୍ବର (ହି.ସ.)- ଫଳା ଫଳ ଆସିବା ପୂର୍ବରୁ ସେଲିବ୍ରେସନ ପାଇଁ ପ୍ରସ୍ତୁତି
। ବିହାର ପାଟନାରେ ବିଜେପି କର୍ମୀ ପ୍ରସ୍ତୁତ କରୁଛନ୍ତି 501 କେଜି ଲଡ଼ୁ । ଫଳାଫଳ
ଆସିବା ପରେ ଏହା ବଣ୍ଟାଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଜେଡିୟୁର ବାହୁବଳୀ ନେତା ତଥା
ମୋକାମାରୁ ପ୍ରାର୍ଥୀ ହୋଇଥିବା ଅନନ୍ତ ସିଂଙ୍କ ବାସଭବନରେ ସେଲିବ୍ରେସନ ପାଇଁ ଟେଣ୍ଟ ବନ୍ଧା
ଆରମ୍ଭ ହୋଇଗଲାଣି । ଗତକାଲି ବିହାର ନିର୍ବାଚନର ଏକଜିଟ୍ ପୋଲ ଆସିଛି । ବିଭିନ୍ନ ସଂସ୍ଥା କରିଥିବା ଏକଜିଟ୍ପୋଲ ବିହାରରେ ଏନଡିଏ ସରକାର ଗଢ଼ୁଥିବା ଦର୍ଶାଇଛନ୍ତି
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା