ନୂଆପଡାରେ ବିଜେପି ରେକର୍ଡ ମାର୍ଜିନରେ ବିଜୟ ଲାଭ କରିବ- କୃଷ୍ଣ ପାତ୍ର
ଭୁବନେଶ୍ୱର, 13 ନଭେମ୍ବର (ହି.ସ.)- ନୂଆପଡାରେ ଭାରତୀୟ ଜନତା ପାର୍ଟି ରେକର୍ଡ ମାର୍ଜିନରେ ବିଜୟ ଲାଭ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଆମେ 50 ହଜାରରୁ ଅଧିକ ଭୋଟରେ ବିଜୟଲାଭ କରିବୁ | ବିରୋଧୀ ଦଳ
ନୂଆପଡାରେ ବିଜେପି ରେକର୍ଡ ମାର୍ଜିନରେ ବିଜୟ ଲାଭ     କରିବ- କୃଷ୍ଣ ପାତ୍ର


ଭୁବନେଶ୍ୱର, 13 ନଭେମ୍ବର (ହି.ସ.)- ନୂଆପଡାରେ ଭାରତୀୟ ଜନତା ପାର୍ଟି ରେକର୍ଡ

ମାର୍ଜିନରେ ବିଜୟ ଲାଭ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଯୋଗାଣ ମନ୍ତ୍ରୀ

କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଆମେ 50

ହଜାରରୁ ଅଧିକ ଭୋଟରେ ବିଜୟଲାଭ କରିବୁ | ବିରୋଧୀ ଦଳ ବିଜେଡ଼ି

ଆଉ କଂଗ୍ରେସ ପୁରା ସାଫ୍ ହୋଇଯିବେ | ବିଜେଡ଼ି ଆଉ

କଂଗ୍ରେସ ଲୋକଙ୍କ ସହିତ ନାହାନ୍ତି ବୋଲି ଆସନ୍ତାକାଲି ପ୍ରମାଣିତ ହୋଇଯିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande