
ଭୁବନେଶ୍ୱର, 13 ନଭେମ୍ବର (ହି.ସ.)- ଆସନ୍ତାକାଲି ନୂଆପଡା ଉପନିର୍ବାଚନର
ରେଜଲ୍ଟ । ଭୋଟ୍ ଗଣତି ପାଇଁ ଅଧିକାରୀଙ୍କୁ ଟ୍ରେନିଂ ଦିଆଯାଇଛି । କାଉଣ୍ଟିଂ ସୁପରଭାଇଜର୍ ଓ ଆସିଷ୍ଟାଣ୍ଟଙ୍କୁ ଦିଆଯାଇଛି
ତାଲିମ୍ । ଜିଲ୍ଲାପାଳଙ୍କ ଉପସ୍ଥିତିରେ ଡିଆରଡିଏସଦ୍ଦ୍ଭାବନା
ଗୃହରେ ଦିଆଯାଉଛି ଟ୍ରେନିଂ । ଆସନ୍ତାକାଲି ସକାଳ ୮ଟାରେ ଆରମ୍ଭ ହେବ ଭୋଟ୍ ଗଣତି । ୧୪ଟି
ଟେବୁଲ୍ରେ ୨୬ ରାଉଣ୍ଡରେ ହେବ ଭୋଟ୍ ଗଣତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା