

ବଲାଙ୍ଗିର, 15 ନଭେମ୍ବର (ହି.ସ.)ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ତରଫରୁ ଆଜି ସନ୍ଧ୍ୟାରେ ସଂଗଠନ ମନ୍ତ୍ରୀ ବିକାଶ ସାହୁ ଙ୍କ ସଭାପତିତ୍ଵ ରେ କଲେଜ ଛକ ନିକଟ ଏବିଭିପି କାର୍ଯ୍ୟାଳୟ ଠାରେ ବିର୍ସା ମୁଣ୍ଡା ଜୟନ୍ତୀ ତଥା ଜନଜାତି ଗୌରବ ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ପାଠ୍ୟ ଚକ୍ର ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ପରିଷଦ ସଭ୍ୟ ମନେ ଭାଗ ନେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ